ଯେତେ ବାବୁ ସେତେ ନିଷ୍ପତ୍ତି : ଚାରି ଦିଗରେ ଚାରି ବସ୍‌ ଟର୍ମିନାଲ୍‌ ଯୋଜନା ଉଭାନ୍‌

ବିଡିଏର ମାଷ୍ଟର ପ୍ଲାନ୍‌ କୁଆଡ଼େ ଗଲା? ଭୁବନେଶ୍ୱର : ରାଜଧାନୀ ଭିତରେ ବହୁ ଗାଡ଼ି ଯାତାୟାତ କରୁଥିବାରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ ରାଜଧାନୀକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ୪ଟି ସ୍ଥାନରେ ରଖାଯିବ। ଏଥିପାଇଁ ରାଜଧାନୀର ୪ ଦିଗରେ ୪ଟି ବସ୍‌ ଟର୍ମିନାଲ୍‌ ହେବ। ପଟିଆ, ଘଙ୍ଗାପାଟଣା, ନହରକଣ୍ଟା ଓ ପୁରୀ ବାଇପାସ୍‌ର ପାଣ୍ଡରା ନିକଟରେ ବସ୍‌ ଟର୍ମିନାଲ୍‌ ହେବ। ପ୍ରତି ବସ୍‌ ଟର୍ମିନାଲ୍‌ … Continue reading ଯେତେ ବାବୁ ସେତେ ନିଷ୍ପତ୍ତି : ଚାରି ଦିଗରେ ଚାରି ବସ୍‌ ଟର୍ମିନାଲ୍‌ ଯୋଜନା ଉଭାନ୍‌